ବିମୁକ୍ତ Bimukta

  • ସଂ. ବିଣ. (ବି+ମୁଚ୍ ଧାତୁ+ କର୍ମ. ତ) — ପରିତ୍ରାଣ ପ୍ରାପ୍ତ — Redeemed; delivered
  • ସଂ. ବିଣ. (ବି+ମୁଚ୍ ଧାତୁ+ କର୍ମ. ତ) — ପୁନର୍ଜନ୍ମ ରହିତ — Freed from future birth
  • ସଂ. ବିଣ. (ବି+ମୁଚ୍ ଧାତୁ+ କର୍ମ. ତ) — କାରାମୁକ୍ତ; ବନ୍ଧନରୁ ମୁକ୍ତ — Released from confinement, liberated
  • ସଂ. ବିଣ. (ବି+ମୁଚ୍ ଧାତୁ+ କର୍ମ. ତ) — ପରିତ୍ୟକ୍ତ — Abandoned
  • ସଂ. ବିଣ. (ବି+ମୁଚ୍ ଧାତୁ+ କର୍ମ. ତ) — ମୁକୁଳା କରାଯାଇଥିବା — Untied; dishevelled; loosened
  • ସଂ. ବିଣ. (ବି+ମୁଚ୍ ଧାତୁ+ କର୍ମ. ତ) — ଫିଙ୍ଗା ଯାଇଥିବା — Discharged; ejected