ବିମୁକ୍ତି Bimukti

  • ସଂ. ବି (ବି+ମୁଚ୍ ଧାତୁ+ଭାବ ତି) — କାରାମୋଚନ; ବନ୍ଧନମୋଚନ — Release from confinement
  • ସଂ. ବି (ବି+ମୁଚ୍ ଧାତୁ+ଭାବ ତି) — ମୋକ୍ଷ — Salvation; beatitude; redemption
  • ସଂ. ବି (ବି+ମୁଚ୍ ଧାତୁ+ଭାବ ତି) — ଦୁଃଖ ନିବୃତ୍ତି — Release from misery; deliverance from misery