ବିମାନ Bimāna

  • ସଂ. ବି—(ବି+ମନ୍ ଧାତୁ=ବୋଧ କରିବା+କରଣ. ଅ; କିମ୍ବା ବି+ ମା ଧାତୁ=ପରିମାଣ କରିବା+ କରଣ. ଅନ, ଯହିଁରେ ବସିଲେ ଆକାଶକୁ ଉତ୍ତମରୂପେ ବୋଧ କରା ଯାଇ ପାରେ ବା ଆକାଶର ପରିମାଣ ସମ୍ବନ୍ଧେ ଜ୍ଞାନ ଜନ୍ମେ) — ଦେବ ରଥ; ଦେବତାମାନଙ୍କର ପୁରାଣୋକ୍ତ ଆକାଶଚାରୀ ରଥ — A celestial car, a chariot of the gods; said to move in the sky
  • ସଂ. ବି—(ବି+ମନ୍ ଧାତୁ=ବୋଧ କରିବା+କରଣ. ଅ; କିମ୍ବା ବି+ ମା ଧାତୁ=ପରିମାଣ କରିବା+ କରଣ. ଅନ, ଯହିଁରେ ବସିଲେ ଆକାଶକୁ ଉତ୍ତମରୂପେ ବୋଧ କରା ଯାଇ ପାରେ ବା ଆକାଶର ପରିମାଣ ସମ୍ବନ୍ଧେ ଜ୍ଞାନ ଜନ୍ମେ) — ବ୍ୟୋମଯାନ; ବେଲୁନ୍ — Balloon; aeroplane
  • ସଂ. ବି—(ବି+ମନ୍ ଧାତୁ=ବୋଧ କରିବା+କରଣ. ଅ; କିମ୍ବା ବି+ ମା ଧାତୁ=ପରିମାଣ କରିବା+ କରଣ. ଅନ, ଯହିଁରେ ବସିଲେ ଆକାଶକୁ ଉତ୍ତମରୂପେ ବୋଧ କରା ଯାଇ ପାରେ ବା ଆକାଶର ପରିମାଣ ସମ୍ବନ୍ଧେ ଜ୍ଞାନ ଜନ୍ମେ) — ଯାନ; ରଥ — Car; carriage
  • ସଂ. ବି—(ବି+ମନ୍ ଧାତୁ=ବୋଧ କରିବା+କରଣ. ଅ; କିମ୍ବା ବି+ ମା ଧାତୁ=ପରିମାଣ କରିବା+ କରଣ. ଅନ, ଯହିଁରେ ବସିଲେ ଆକାଶକୁ ଉତ୍ତମରୂପେ ବୋଧ କରା ଯାଇ ପାରେ ବା ଆକାଶର ପରିମାଣ ସମ୍ବନ୍ଧେ ଜ୍ଞାନ ଜନ୍ମେ) — ସିଂହାସନ — Throne
  • ସଂ. ବି—(ବି+ମନ୍ ଧାତୁ=ବୋଧ କରିବା+କରଣ. ଅ; କିମ୍ବା ବି+ ମା ଧାତୁ=ପରିମାଣ କରିବା+ କରଣ. ଅନ, ଯହିଁରେ ବସିଲେ ଆକାଶକୁ ଉତ୍ତମରୂପେ ବୋଧ କରା ଯାଇ ପାରେ ବା ଆକାଶର ପରିମାଣ ସମ୍ବନ୍ଧେ ଜ୍ଞାନ ଜନ୍ମେ) — ମଣ୍ଡପ — A roofed temple open on all sides; a canopied shade; pavilion
  • ସଂ. ବି—(ବି+ମନ୍ ଧାତୁ=ବୋଧ କରିବା+କରଣ. ଅ; କିମ୍ବା ବି+ ମା ଧାତୁ=ପରିମାଣ କରିବା+ କରଣ. ଅନ, ଯହିଁରେ ବସିଲେ ଆକାଶକୁ ଉତ୍ତମରୂପେ ବୋଧ କରା ଯାଇ ପାରେ ବା ଆକାଶର ପରିମାଣ ସମ୍ବନ୍ଧେ ଜ୍ଞାନ ଜନ୍ମେ) — ସାତମହଲା କୋଠା — Seven-storied building
  • ସଂ. ବି—(ବି+ମନ୍ ଧାତୁ=ବୋଧ କରିବା+କରଣ. ଅ; କିମ୍ବା ବି+ ମା ଧାତୁ=ପରିମାଣ କରିବା+ କରଣ. ଅନ, ଯହିଁରେ ବସିଲେ ଆକାଶକୁ ଉତ୍ତମରୂପେ ବୋଧ କରା ଯାଇ ପାରେ ବା ଆକାଶର ପରିମାଣ ସମ୍ବନ୍ଧେ ଜ୍ଞାନ ଜନ୍ମେ) — ଅଶ୍ୱ; ଘୋଟକ — Horse
  • ସଂ. ବି—(ବି+ମନ୍ ଧାତୁ=ବୋଧ କରିବା+କରଣ. ଅ; କିମ୍ବା ବି+ ମା ଧାତୁ=ପରିମାଣ କରିବା+ କରଣ. ଅନ, ଯହିଁରେ ବସିଲେ ଆକାଶକୁ ଉତ୍ତମରୂପେ ବୋଧ କରା ଯାଇ ପାରେ ବା ଆକାଶର ପରିମାଣ ସମ୍ବନ୍ଧେ ଜ୍ଞାନ ଜନ୍ମେ) — ରାଜପ୍ରସାଦ — Royal palace
  • ସଂ. ବି—(ବି+ମନ୍ ଧାତୁ=ବୋଧ କରିବା+କରଣ. ଅ; କିମ୍ବା ବି+ ମା ଧାତୁ=ପରିମାଣ କରିବା+ କରଣ. ଅନ, ଯହିଁରେ ବସିଲେ ଆକାଶକୁ ଉତ୍ତମରୂପେ ବୋଧ କରା ଯାଇ ପାରେ ବା ଆକାଶର ପରିମାଣ ସମ୍ବନ୍ଧେ ଜ୍ଞାନ ଜନ୍ମେ) — (ବି+ମାନ) ଅସମ୍ମାନ — Disrespect
  • ସଂ. ବି—(ବି+ମନ୍ ଧାତୁ=ବୋଧ କରିବା+କରଣ. ଅ; କିମ୍ବା ବି+ ମା ଧାତୁ=ପରିମାଣ କରିବା+ କରଣ. ଅନ, ଯହିଁରେ ବସିଲେ ଆକାଶକୁ ଉତ୍ତମରୂପେ ବୋଧ କରା ଯାଇ ପାରେ ବା ଆକାଶର ପରିମାଣ ସମ୍ବନ୍ଧେ ଜ୍ଞାନ ଜନ୍ମେ) — ପରିମାଣ — Measure
  • ସଂ. ବି—(ବି+ମନ୍ ଧାତୁ=ବୋଧ କରିବା+କରଣ. ଅ; କିମ୍ବା ବି+ ମା ଧାତୁ=ପରିମାଣ କରିବା+ କରଣ. ଅନ, ଯହିଁରେ ବସିଲେ ଆକାଶକୁ ଉତ୍ତମରୂପେ ବୋଧ କରା ଯାଇ ପାରେ ବା ଆକାଶର ପରିମାଣ ସମ୍ବନ୍ଧେ ଜ୍ଞାନ ଜନ୍ମେ) — ଦେଉଳର କାନ୍ଥ ଉପରେ ଥିବା ତ୍ରିକୋଣ ବା କ୍ରମ ସୂଷ୍ମ ଛାତ — The tapering upper part or the roof of a temple
  • ସଂ. ବି—(ବି+ମନ୍ ଧାତୁ=ବୋଧ କରିବା+କରଣ. ଅ; କିମ୍ବା ବି+ ମା ଧାତୁ=ପରିମାଣ କରିବା+ କରଣ. ଅନ, ଯହିଁରେ ବସିଲେ ଆକାଶକୁ ଉତ୍ତମରୂପେ ବୋଧ କରା ଯାଇ ପାରେ ବା ଆକାଶର ପରିମାଣ ସମ୍ବନ୍ଧେ ଜ୍ଞାନ ଜନ୍ମେ) — ଶବବାହୀ— ଯାନ — 13. Coffin; conveyance for conveying the dead body to the cremation or burial ground