ବିମା ନେବା Bimānebā

  • ଦେ. କ୍ରି — ଭବିଷ୍ୟତ୍ ଘଟଣାପାଇଁ କୌଣସି ବ୍ୟକ୍ତିକୁ କ୍ଷତିପୂରଣ ଦେବାର ଚୁକ୍ତି କରି ଅର୍ଥାଦି ଗ୍ରହଣ କରିବା — To accept a contract of insurance from an insured person