ବିମାନଚାରୀ Bimānachārī

  • ସଂ. ବିଣ. ପୁଂ (ବିମାନ+ଚର୍ ଧାତୁ+କର୍ତ୍ତୃ, ଇନ୍; 1 ମା. 1 ବ) — ଯେ ବିମାନଦ୍ୱାରା ଆକାଶମାର୍ଗରେ ଯିବା ଆସିବା କରେ — Flying in the sky in balloons or aeroplanes