ବିମାଦାର୍ Bamādār

  • ବୈଦେ. ବି—(ଫା. ବିମାହ+ଫା. ପ୍ରତ୍ୟୟ ଦାର୍) — ଯେଉଁ ବ୍ୟକ୍ତି ଆପଣା ଜୀବନକୁ ବିମା କରିଥାଏ — A person who has insured his or her life