ବିମାତୃଜ Bimātṛuja

  • ସଂ. ବି. ପୁଂ—(ବିମାତୃ+ଜନ୍ ଧାତୁ+ କର୍ତ୍ତୃ. ଅ) — ବୈମାତ୍ରେୟ ଭାଇ; ସାବତ ଭାଇ — Step-brother
  • ବିଣ. ପୁଂ — ବିମାତାଙ୍କଠାରୁ ଜାତ — Born of one's step-mother