ବିମାନନା Bimānanā

  • ସଂ. ବି (ବି+ମାନି ଧାତୁ=ପୂଜା କରିବା+ଭାବ ଅନ; ସ୍ତ୍ରୀ ଆ) — ଅପମାନ — Insult
  • ସଂ. ବି (ବି+ମାନି ଧାତୁ=ପୂଜା କରିବା+ଭାବ ଅନ; ସ୍ତ୍ରୀ ଆ) — ତିରସ୍କାର — Abuse