ବିମନ Bimana
- ଦେ. ବିଣ (ସଂ. ବିମନାଃ) — ବିମନସ୍କ (ଦେଖ) — Bimanaska (See)
- ଦେ. ବିଣ (ସଂ. ବିମନାଃ) — କ୍ରୁଦ୍ଧ; ବିରକ୍ତ — Angry; displeased
- ଦେ. ବିଣ (ସଂ. ବିମନାଃ) — ଅପ୍ରସନ୍ନ — Unfavourable
- ଦେ. ବିଣ (ସଂ. ବିମନାଃ) — ଦୁଃଖିତ — Sad
- ଦେ. ବି — କ୍ରୋଧ; ବିରକ୍ତି — Anger; displeasare
- ଦେ. ବି — ମନୋଦୁଃଖ — Sorrow; sadness
- ଦେ. ବି — ବେରାଜି — Disagreement