ବିମନସ୍କ Bimanaska

  • ସଂ. ବିଣ (ବହୁବ୍ରିହୀ; ବି=ବିଚଳିତ+ମନଃ; ଯାହାର +କ— ବି+ମନସ୍+କ) — ବିହ୍ୱଳ — Perplexed; bewildered
  • ସଂ. ବିଣ (ବହୁବ୍ରିହୀ; ବି=ବିଚଳିତ+ମନଃ; ଯାହାର +କ— ବି+ମନସ୍+କ) — ଅପ୍ରସନ୍ନ; ବିଶେଷ ଚିନ୍ତାନ୍ୱିତ — Very anxious
  • ସଂ. ବିଣ (ବହୁବ୍ରିହୀ; ବି=ବିଚଳିତ+ମନଃ; ଯାହାର +କ— ବି+ମନସ୍+କ) — ବିଷଣ୍ଣ; ଦୁଃଖିତ — Sad; distressed
  • ସଂ. ବିଣ (ବହୁବ୍ରିହୀ; ବି=ବିଚଳିତ+ମନଃ; ଯାହାର +କ— ବି+ମନସ୍+କ) — ବ୍ୟାକୁଳ — Mentally agitated
  • ସଂ. ବିଣ (ବହୁବ୍ରିହୀ; ବି=ବିଚଳିତ+ମନଃ; ଯାହାର +କ— ବି+ମନସ୍+କ) — ଅନ୍ୟମନସ୍କ — Inattentive; absent-minded