ବିମର୍ଦ୍ଦ Bimardda

  • ସଂ. ବି (ବି+ମୃଦ ଧାତୁ=ଚୂର୍ଣ୍ଣ କରିବା+ଭାବ. ଅ) — ପେଷଣ; ଚୂରିବା — Crushing or pounding into dust
  • ସଂ. ବି (ବି+ମୃଦ ଧାତୁ=ଚୂର୍ଣ୍ଣ କରିବା+ଭାବ. ଅ) — ମନ୍ଥନ — Churning
  • ସଂ. ବି (ବି+ମୃଦ ଧାତୁ=ଚୂର୍ଣ୍ଣ କରିବା+ଭାବ. ଅ) — ପରିମଳ — Sweet smell
  • ସଂ. ବି (ବି+ମୃଦ ଧାତୁ=ଚୂର୍ଣ୍ଣ କରିବା+ଭାବ. ଅ) — ସୁଗନ୍ଧ ମଲମ — Scented unguent
  • ସଂ. ବି (ବି+ମୃଦ ଧାତୁ=ଚୂର୍ଣ୍ଣ କରିବା+ଭାବ. ଅ) — ସମ୍ପର୍କ — Relationship; connection
  • ସଂ. ବି (ବି+ମୃଦ ଧାତୁ=ଚୂର୍ଣ୍ଣ କରିବା+ଭାବ. ଅ) — ବିନାଶ — Destruction; ruin
  • ସଂ. ବି (ବି+ମୃଦ ଧାତୁ=ଚୂର୍ଣ୍ଣ କରିବା+ଭାବ. ଅ) — ସଂବାଧ; ସଙ୍କଟ — Danger
  • ସଂ. ବି (ବି+ମୃଦ ଧାତୁ=ଚୂର୍ଣ୍ଣ କରିବା+ଭାବ. ଅ) — ଘାତନ — Murder
  • ସଂ. ବି (ବି+ମୃଦ ଧାତୁ=ଚୂର୍ଣ୍ଣ କରିବା+ଭାବ. ଅ) — କାସମର୍ଦ୍ଦ; କାଶୁଣ୍ଡି ଗୁଳ୍ମ — A small plant; Cassia Sop hora
  • ସଂ. ବି (ବି+ମୃଦ ଧାତୁ=ଚୂର୍ଣ୍ଣ କରିବା+ଭାବ. ଅ) — ବାଟିବା — Bruising