ବିମଥିତ Bimathita
- ସଂ. ବି (ବି+ମଥ୍ ଧାତୁ=ମନ୍ଥନ କରିବା+କର୍ମ. ତ) — ବିନାଶିତ — Destroyed
- ସଂ. ବି (ବି+ମଥ୍ ଧାତୁ=ମନ୍ଥନ କରିବା+କର୍ମ. ତ) — ବିଧ୍ୱସ୍ତ; ଧ୍ୱଂସପ୍ରାପ୍ତ — Ruined
- ସଂ. ବି (ବି+ମଥ୍ ଧାତୁ=ମନ୍ଥନ କରିବା+କର୍ମ. ତ) — ବିଦଳିତ — Downtrodden;
- ସଂ. ବି (ବି+ମଥ୍ ଧାତୁ=ମନ୍ଥନ କରିବା+କର୍ମ. ତ) — ଉତ୍ତମରୂପେ ମୁହାଁଯାଇଖଥିବା — Throughly churned