ବିଭ୍ରାନ୍ତି Bibhrānti

  • ସଂ. ବି—(ବି+ଭ୍ରମ ଧାତୁ+ଭାବ. ତି) — ଅତ୍ୟନ୍ତ ଭ୍ରମ — Grave error; mistake
  • ସଂ. ବି—(ବି+ଭ୍ରମ ଧାତୁ+ଭାବ. ତି) — ତ୍ୱରାନ୍ୱିତ ଅବସ୍ଥା — Precipitation; hurry; flurry