ବିମତ୍ସର Bimatsara

  • ସଂ. ବିଣ (ବହୁବ୍ରିହୀ; ବି+ମତ୍ସର) — ମାତ୍ସର୍ଯ୍ଯରହିତ; ଈର୍ଷାଶୂନ୍ଯ — Free from jealousy or envy
  • ସଂ. ବିଣ (ବହୁବ୍ରିହୀ; ବି+ମତ୍ସର) — ପ୍ରତିହିଂସାଭାବ ରହିତ — Unrevegeful