ବିଭେଦନ Bibhedana

  • ସଂ. ବି (ବି+ଭିଦ୍ ଧାତୁ+ଭାବ. ଅନ) — ବିଦାରଣ — Piercing
  • ସଂ. ବି (ବି+ଭିଦ୍ ଧାତୁ+ଭାବ. ଅନ) — ପୃଥକ୍କରଣ — Dividing; separating