ବିଭୂଷଣ କରିବା Bibhūshaṇa karibā
- ଦେ. କ୍ରି — ଅଳଙ୍କାରାଦିଦ୍ୱାରା ଭୂଷିତ ବା ସଜ୍ଜିତ କରିବା — To adorn a person with ornaments, to decorate
- ଦେ. କ୍ରି — [ଉ—ବିଭୀଷଣ ପୁଷ୍ପେ ଯା କାନ୍ତି ଜାଣ, ଭିଭୂଷଣ କରି କନ୍ୟାକୁ ଆଣ। ଭଞ୍ଜ. ବୈଦେହୀଶବିଳାସ।]
- ଦେ. କ୍ରି — (ଦ୍ର—ବିଭୀଷଣ ପୁଷ୍ପ ତଳେ ଟୀକା ଦେଖ)