ବିଭୋଗ Bibhoga
- ଦେ. ବି — ସମ୍ଭୋଗ — Sexual enjoyment
- ଦେ. ବି — [ଉ— ବିଭୋଗକାଳ ବିଚାରି, ବନ୍ଧୁ କଲି ବନଚାରୀ— ଭଞ୍ଜ. ବୈଦେହୀଶବିଳାସ।]
- ଦେ. ବି — ସୁଖ ଭୋଗ — Enjoyment
- ଦେ. ବି — [ଉ—ବିଭୋଗରେ ରତି ସାର, ବିଦ୍ୟ ସଂସାର ଏ। ଭଞ୍ଜ. ବୈଦେହୀଶବିଳାସ।]
- ଦେ. ବି — ବିଷୟଭୋଗ — Worldly enjoyment
- ଦେ. ବି — [ଉ—ବଢ଼ଇ ଫଳ ପୁଷ୍ପ ଘେନି, ବିଭୋଗ ଅପବର୍ଗ ବେନି। ଜଗନ୍ନାଥ. ଭାଗବତ।]