ବିଭେଦ Bibheda

  • ସଂ. ବି (ବି+ଭିଦ୍ ଧାତୁ+ଭାବ. ଅ) — ପ୍ରଭେଦ; ପାର୍ଥକ୍ୟ — Difference; distinction
  • ସଂ. ବି (ବି+ଭିଦ୍ ଧାତୁ+ଭାବ. ଅ) — ବିଭିନ୍ନତା — Dissimilarity
  • ସଂ. ବି (ବି+ଭିଦ୍ ଧାତୁ+ଭାବ. ଅ) — ବିଦାରଣ — Piercing; splitting up
  • ସଂ. ବି (ବି+ଭିଦ୍ ଧାତୁ+ଭାବ. ଅ) — ଦ୍ୱିଧାକରଣ — 5. Dividing
  • ସଂ. ବି (ବି+ଭିଦ୍ ଧାତୁ+ଭାବ. ଅ) — ମିଶ୍ରଣ — Mixing up
  • ଦେ. ବିଣ — ମିଶ୍ରିତ — Mixed up with
  • ଦେ. ବିଣ — [ଉ—ଇତି ଶ୍ରୀ ପ୍ରେମପଞ୍ଚାମୃତ ଭକ୍ତବିଭେଦ ଭାଗବତ। ଭୂପତି. ପ୍ରେମ ପଞ୍ଚାମୃତ।]