ବିଭୂଷିତ Binhūshita

  • ସଂ. ବିଣ. ପୁଂ (ବି+ଭୂଷ୍ ଧାତୁ+କର୍ମ. ତ) — ବିଶିଷ୍ଟ— ରୂପେ ସଜ୍ଜିତ ବା ଅଳଙ୍କୃତ — Well adorned; decorated
  • ସଂ. ବିଣ. ପୁଂ (ବି+ଭୂଷ୍ ଧାତୁ+କର୍ମ. ତ) — (ସମାସରେ) ଶୋଭିତ — Refulgent with; shining with