ବିଭୋର୍ Bibhor

  • ଦେ. ବିଣ (ସଂ. ବିହ୍ୱଳ) — ଅତି ଉଜ୍ଜ୍ୱଳ — Dazzling; brilliant
  • ଦେ. ବିଣ (ସଂ. ବିହ୍ୱଳ) — ଆନନ୍ଦରେ ଉନ୍ମତ୍ତ — Maddened with joy
  • ଦେ. ବିଣ (ସଂ. ବିହ୍ୱଳ) — ବିଭୋଳ (ଦେଖ) — Bibhoḻa (See)