ବିଭକ୍ତି Bibhakti
- ସଂ. ବି (ବି+ଭଜ୍ ଧାତୁ+ଭାବ.ତି) — ଭାଗକରଣ; ବଣ୍ଟନ — Partitioning; division
- ସଂ. ବି (ବି+ଭଜ୍ ଧାତୁ+ଭାବ.ତି) — ରଚନା — Orderly arrangement; composition
- ସଂ. ବି (ବି+ଭଜ୍ ଧାତୁ+ଭାବ.ତି) — (ବ୍ୟାକରଣ) ଶବ୍ଦରେ ଓ ଧାତୁରେ କାରକ, ବଚନ ଓ ପୁରୁଷ ବିଜ୍ଞାପକ ପ୍ରତ୍ୟୟ — (grammar) An affix or termination denoting the case, person and number of a verb or word