ବିଭକ୍ଷଣ Bibhakshaṇa

  • ଦେ. ବି (ସଂ. ବୁଭୁକ୍ଷା) — ଖାଇବା ଇଚ୍ଛା — Desire to eat
  • ଦେ. ବି (ସଂ. ବୁଭୁକ୍ଷା) — (ଉ—ବୀକ୍ଷଣ ଏ ସମୟକୁ କଲେ, ବିଭକ୍ଷଣେ ମନ ବଳାଇଲେ। ଭଞ୍ଜ. ବୈଦେହୀଶବିଳାସ।)