ବିଭଙ୍ଗ Bibhaṇga

  • ସଂ. ବି (ବି+ଭନ୍ଜ ଧାତୁ=ଭାଙ୍ଗିଯିବା+ଭାବ ଅ) — ଭାଙ୍ଗିଯିବା — Fracture
  • ସଂ. ବି (ବି+ଭନ୍ଜ ଧାତୁ=ଭାଙ୍ଗିଯିବା+ଭାବ ଅ) — ବିନ୍ୟାସ; ରଚନା — Arrangement; setting in order; composition
  • ସଂ. ବି (ବି+ଭନ୍ଜ ଧାତୁ=ଭାଙ୍ଗିଯିବା+ଭାବ ଅ) — ସଙ୍କୋଚ — Contraction
  • ସଂ. ବି (ବି+ଭନ୍ଜ ଧାତୁ=ଭାଙ୍ଗିଯିବା+ଭାବ ଅ) — 4 (+କର୍ମ ଅ) ଖଣ୍ଡ; ଛେଦ — 4(+କର୍ମ ଅ) ଖଣ୍ଡ; ଛେଦ—4. A piece; section; part
  • ସଂ. ବି (ବି+ଭନ୍ଜ ଧାତୁ=ଭାଙ୍ଗିଯିବା+ଭାବ ଅ) — ବଳିପଳିତ ଚର୍ମ — Wrinkle
  • ଦେ. ବି (ସଂ. ବିଭଙ୍ଗି) — ରୋଗାଦି ହେତୁ ମୁଖର ମଳିନତା ବା ବର୍ଣ୍ଣହୀନତା — Paleness brought about by disease
  • ଦେ. ବି (ସଂ. ବିଭଙ୍ଗି) — ମନୁଷ୍ୟର ସ୍ୱାଭାବିକ ଭଙ୍ଗିର ବୈଲକ୍ଷଣ୍ୟ — Change of one's countenance
  • ଦେ. ବି (ସଂ. ବିଭଙ୍ଗି) — ଚେହେରାର ବିରୂପତା — Change of appearance for the worse
  • ଦେ. ବିଣ — ରୋଗାଦି ହେତୁ ବର୍ଣ୍ଣିହୀନ ବା ବିବର୍ଣ୍ଣ — Pale or discoloured owing to disease
  • ଦେ. ବିଣ — ଆପଣାର ସ୍ୱାଭାବିକ ଭଙ୍ଗିହୀନ — Crestfallen
  • ଦେ. ବିଣ — ବିରୂପ; ବେଢଙ୍ଗ — Of changed appearance (for the worse)
  • ଦେ. ବିଣ — 'ଭଙ୍ଗ' ରୋଗଗ୍ରସ୍ତ ବ୍ୟକ୍ତିର ମୁଖ ପରି ବିବର୍ଣ୍ଣ — Having one's face discoloured