ବିବୋଧିତ Bibodhita
- ସଂ. ବିଣ. (ବି+ବୋଧି ଧାତୁ+କର୍ମ. ତ) — ଜାଗରିତ — Awakened; wakeful
- ସଂ. ବିଣ. (ବି+ବୋଧି ଧାତୁ+କର୍ମ. ତ) — ଜ୍ଞାପିତ — Informed
- ସଂ. ବିଣ. (ବି+ବୋଧି ଧାତୁ+କର୍ମ. ତ) — ଯାହାକୁ ଚେତାଇ ଦିଆଯାଇ ଥାଏ — Reminded,
- ସଂ. ବିଣ. (ବି+ବୋଧି ଧାତୁ+କର୍ମ. ତ) — ବିକଶିତ — Expanded; dilated; exhibited