ବିଭଙ୍ଗ ରସ Bibhaṅga rasa

  • ଦେ. ବି— (ସଂ. ବିଭଙ୍ଗ ଓ ରସ) — ରସଭଙ୍ଗ — Break of a sentiment
  • ଦେ. ବି— (ସଂ. ବିଭଙ୍ଗ ଓ ରସ) — (କାବ୍ୟରେ) କରୁଣ ରସ — Tragical sentiment (in ficition)
  • ଦେ. ବି— (ସଂ. ବିଭଙ୍ଗ ଓ ରସ) — (ଉ—ବିଭଙ୍ଗ ରସ ବୋଲିଣ ନ ବର୍ଣ୍ଣିଲି ଏତେ, ବୁଧେ ବୋଲିଛନ୍ତି ଏହା ଦୋଷ ଛାନ୍ଦ ଗୀତେ। ଭଞ୍ଜ. ବୈଦେହୀଶବିଳାସ।)