ବିବୋଧ Bibodha

  • ସଂ. ବି—(ବି+ବୁଧ୍ ଧାତୁ+ଭାବ. ଅ) — ଜାଗରଣ — Waking up
  • ସଂ. ବି—(ବି+ବୁଧ୍ ଧାତୁ+ଭାବ. ଅ) — ସମ୍ୟକ୍ ବୋଧ — Understanding
  • ସଂ. ବି—(ବି+ବୁଧ୍ ଧାତୁ+ଭାବ. ଅ) — ବିକାଶ — Expansion
  • ସଂ. ବି—(ବି+ବୁଧ୍ ଧାତୁ+ଭାବ. ଅ) — ଜ୍ଞାନ — Knowledge
  • ଦେ. ବିଣ — ଅଧୀର; ଧୈର୍ଯ୍ଯହୀନ — Impatient
  • ଦେ. ବିଣ — [ଊ—ବିବୋଧ ନୁହ ହେ ଜନକ। ଭଞ୍ଜ. ବୈଦେହୀଶବିଳାସ।]