ବିବେଚନା Bibechanā
- ସଂ. ବି. (ବି+ବିଚ୍ ଧାତୁ+ଭାବ. ଅନ;+ଆ) — ସଦଅସଦ୍ବିଚାରକରଣ — Discriminating between good and bad
- ସଂ. ବି. (ବି+ବିଚ୍ ଧାତୁ+ଭାବ. ଅନ;+ଆ) — ବିଚାର — Consideration, judgement
- ସଂ. ବି. (ବି+ବିଚ୍ ଧାତୁ+ଭାବ. ଅନ;+ଆ) — ଅନୁସନ୍ଧାନକରଣ — Investigation
- ସଂ. ବି. (ବି+ବିଚ୍ ଧାତୁ+ଭାବ. ଅନ;+ଆ) — ବିଶେଷରୂପେ ଆଲୋଚନା ବା ବିଚାର ପୂର୍ବକ ନିର୍ଣ୍ଣୟ — Ascertainment after consideration; considered judgement