ବିବେକିବା Bibekibā

  • ଦେ. କ୍ରି (ପଦ୍ୟ) (ସଂ. ବିବେକ) — ବିଚାର କରିବା — To consider
  • ଦେ. କ୍ରି (ପଦ୍ୟ) (ସଂ. ବିବେକ) — (ଉ—ଉପାୟ ଅଛଇ ଯେ ଏକ। ଭୋ ନୃପ ମନେ ତୁ ବିବେକ। ଜଗନ୍ନଥ. ଭାଗବତ।)