ବିବେଚକ Bibechaka

  • ସଂ. ବିଣ. (ବି+ବିଚ୍ ଧାତୁ+କର୍ତ୍ତୃ. ଅକ) — ଯେ ଭଲ ମନ୍ଦ ବିବେଚନା କରେ — Distinguishing between good and bad
  • ସଂ. ବିଣ. (ବି+ବିଚ୍ ଧାତୁ+କର୍ତ୍ତୃ. ଅକ) — ବିଚାରକ — Reasoning; thoughtful; considerate
  • ସଂ. ବିଣ. (ବି+ବିଚ୍ ଧାତୁ+କର୍ତ୍ତୃ. ଅକ) — ଜ୍ଞାନୀ — Wise
  • ସଂ. ବିଣ. (ବି+ବିଚ୍ ଧାତୁ+କର୍ତ୍ତୃ. ଅକ) — ଭଲ ମନ୍ଦର ପରୀକ୍ଷାକାରକ — Able to test good and bad