ବିନ୍ତି Bin-ti
- ବୈଦେ, ବି (ସ୍ପେନ୍ଦେଶୀୟ ଭାଷା ବିନ୍ତେ=ବିନ୍ତୀ; ତୁଳ. ସଂ. ବିଂଶତି) — ଏକପ୍ରକାର ତାସ୍ ଖେଳ (ଯହିଁରେ 2 ଜଣ ଖେଳାଳି ଖେଳନ୍ତି) — ଏକପ୍ରକାର ତାସ୍ ଖେଳ (ଯହିଁରେ2ଜଣ ଖେଳାଳି ଖେଳନ୍ତି)—. Vinte; a kind of game at cards played by 2 players
- ବୈଦେ, ବି (ସ୍ପେନ୍ଦେଶୀୟ ଭାଷା ବିନ୍ତେ=ବିନ୍ତୀ; ତୁଳ. ସଂ. ବିଂଶତି) — ଗ୍ରାବୁ ଖେଳରେ କ୍ରମନିମ୍ନ 3 ଖଣ୍ଡି ତାସ୍ ଜଣେ ଖେଳାଳିର ହାତରେ ପଡ଼ିବା ଅବସ୍ଥା — ଗ୍ରାବୁ ଖେଳରେ କ୍ରମନିମ୍ନ3ଖଣ୍ଡି ତାସ୍ ଜଣେ ଖେଳାଳିର ହାତରେ ପଡ଼ିବା ଅବସ୍ଥା—A state in the game of cards
- ବୈଦେ, ବି (ସ୍ପେନ୍ଦେଶୀୟ ଭାଷା ବିନ୍ତେ=ବିନ୍ତୀ; ତୁଳ. ସଂ. ବିଂଶତି) — [ଦ୍ର—ଏକ ପକ୍ଷର ହାତରେ ଏକ ରଙ୍ଗର କ୍ରମିକ 3 ଖଣ୍ଡ ତାସ ପଡ଼ିଗଲେ ଉକ୍ତ ପକ୍ଷର ବିନ୍ତି ହୁଏ। ଏକ ପକ୍ଷର ବିନ୍ତି ହେଲେ ଅପର ପକ୍ଷକୁ 2 ଫୋଟା ଅଧିକ ( 67 ଫୋଟା) ଦେଖାଇବାକୁ ହୁଏ। ତାସ୍ ତଳେ ନୋଟ୍ ଦେଖ।] — [ଦ୍ର—ଏକ ପକ୍ଷର ହାତରେ ଏକ ରଙ୍ଗର କ୍ରମିକ3ଖଣ୍ଡ ତାସ ପଡ଼ିଗଲେ ଉକ୍ତ ପକ୍ଷର ବିନ୍ତି ହୁଏ ଏକ ପକ୍ଷର ବିନ୍ତି ହେଲେ ଅପର ପକ୍ଷକୁ2ଫୋଟା ଅଧିକ (67ଫୋଟା) ଦେଖାଇବାକୁ ହୁଏ ତାସ୍ ତଳେ ନୋଟ୍ ଦେଖ]