ବିନୋଦିଆ Binodiā

  • ଦେ. ବିଣ (ସଂ. ବିନୋଦୀ) — ଆମୋଦ ପ୍ରିୟ — Fond of sports or amusements
  • ଦେ. ବିଣ (ସଂ. ବିନୋଦୀ) — (ଅମୁକରେ) କ୍ରୀଡ଼ା କରିବାକୁ ଯେ ସୁଖପାଏ — Fond of sporting with
  • ଦେ. ବିଣ (ସଂ. ବିନୋଦୀ) — (ଉ—ଫୁଲ ଫୁଲେ ସବୁ ଭିଆଣ ଯେଣୁ ସେ ପ୍ରଭୁ ଫୁଲ ବିନୋଦିଆ। ଦୀନକୃଷ୍ଣ, ଜଗମୋଦନ।
  • ଦେ. ବିଣ (ସଂ. ବିନୋଦୀ) — କ୍ରୀଡ଼ାପ୍ରିୟ — Sportive
  • ଦେ. ବିଣ (ସଂ. ବିନୋଦୀ) — ସୁନ୍ଦର — Charming; graceful
  • ଦେ. ବିଣ (ସଂ. ବିନୋଦୀ) — ଆନନ୍ଦପ୍ରଦ — Gratifying
  • ଦେ. ବିଣ (ସଂ. ବିନୋଦୀ) — ରସିକ — Witty; humorous