ବିନୋୟିବା Binoyi
- ଦେ. କ୍ରି (ସଂ. ବିନୟ) — ବିନୀତ ହୋଇ କହିବା — To speak humbly
- ଦେ. କ୍ରି (ସଂ. ବିନୟ) — ବିନୀତ ହେବା — To be submissive
- ଦେ. କ୍ରି (ସଂ. ବିନୟ) — ନିବେଦନ କରିବା — To submit respectfully
- ଦେ. କ୍ରି (ସଂ. ବିନୟ) — (ଉ—କର ଅଞ୍ଜଳି ଶିରେ ଦେଇ, ମୁନିଙ୍କ ଚରଣେ ବିନୋଇ। ଭୂପତି, ପ୍ରେମପଞ୍ଚାମୃତ।)