ବିନ୍ଦୁ ଚାଳିବା Binduchāḻibā

  • ଦେ. କ୍ରି — ସାମାନ୍ୟ ବିନ୍ଦୁପାତପୂର୍ବକ ବୃଷ୍ଟିକରିବା — To rain in small drops, to dribble
  • ଦେ. କ୍ରି — ବିନ୍ଦୁଟାଳିବା; (ପୁରୁଷ ପକ୍ଷର) ରେତଃପାତ କରିବା — To discharge one's semen