ବିନ୍ଦିଆ Bindiā

  • ଦେ. ବି — ତ୍ରିଶୂଳାକୃତି ମସାଲରେ ଜଳିବା ପାଇଁ ପ୍ରସ୍ତୁତ ତୈଳାକ୍ତ କନାର ବିଣ୍ଡା — Circular rolls of rags moistened with oil and fixed to the forks of trident-shaped torches