ବିନ୍ଦ Binda

  • ଦେ. (ପ୍ରାଚୀନ ପଦ୍ୟ) ବି. (ସଂ. ବିନ୍ଦୁ) — ବିନ୍ଦୁ; କ୍ଷୁଦ୍ର ଚିହ୍ନ; ଟୋପି — Small mark; sign; dot
  • ଦେ. (ପ୍ରାଚୀନ ପଦ୍ୟ) ବି. (ସଂ. ବିନ୍ଦୁ) — (ଉ—ତାର ଲଲାଟେ ଚନ୍ଦ ବିନ୍ଦ, ତୁହି ଦେଖି ପାଇବୁ ବିଭେଦ। ପ୍ରାଚୀ. ରସ— ବାରିଧି।)