ବିଦ Bida
- ସଂ. ବି. (ବିଦ୍ ଧାତୁ+କର୍ତ୍ତୃ. ଅ) — ପଣ୍ଡିତ — Learned man; philospher
- ସଂ. ବି. (ବିଦ୍ ଧାତୁ+କର୍ତ୍ତୃ. ଅ) — ବୁଧଗ୍ରହ — The planet Mercury
- ଦେ. ବି — ଅନେକ ଗୁଡ଼ିଏ ଡେଉଁରିଆ ଗୁନ୍ଥା ହୋଇ ମାଳାପରି ହୋଇଥିବା ବାହୁର ଅଳଙ୍କାରବିଶେଷ — An ornament for the arm like a collar made up of several drum-like pieces
- ଦେ. ବି — (କୁଶ ଦାମ ପରି ବିଦ, ବାହୁଟି ଉପରେ ବାନ୍ଧ। ପ୍ରାଚୀ. ରହସ୍ୟମଞ୍ଜରୀ।)
- ଦେ. ବି — ଚାପସରି; ଚିକ୍ ପରି ବେକର ଚଉଡ଼ା ଅଳଙ୍କାରବିଶେଷ — A collar ornament for the neck