ବିଥୁର Bithura

  • ସଂ. ବି—(ବ୍ୟଥ୍ ଧାତୁ=ଭୀତ ହେବା+ଅପାଦାନ ଉର) — ଚୋର — Thief
  • ସଂ. ବି—(ବ୍ୟଥ୍ ଧାତୁ=ଭୀତ ହେବା+ଅପାଦାନ ଉର) — ରାକ୍ଷସ — Goblin; demon