ବିଦଗ୍ଧ Bidagdha
- ସଂ. ବିଣ. (ବି+ଦହ୍ ଧାତୁ=ଦାହ କରିବା+କର୍ମ. ତ; କାମଦ୍ୱାରା ଦଗ୍ଧ) — ରସିକ — Witty; jovial; humorous
- ସଂ. ବିଣ. (ବି+ଦହ୍ ଧାତୁ=ଦାହ କରିବା+କର୍ମ. ତ; କାମଦ୍ୱାରା ଦଗ୍ଧ) — ନାଗର — Lustful; gallant; amorous
- ସଂ. ବିଣ. (ବି+ଦହ୍ ଧାତୁ=ଦାହ କରିବା+କର୍ମ. ତ; କାମଦ୍ୱାରା ଦଗ୍ଧ) — ଚତୁର — Clever; shrewd
- ସଂ. ବିଣ. (ବି+ଦହ୍ ଧାତୁ=ଦାହ କରିବା+କର୍ମ. ତ; କାମଦ୍ୱାରା ଦଗ୍ଧ) — ପଟୁ; ନିପୁଣ — Able; skilful
- ସଂ. ବି — ପଣ୍ଡିତ — A learned man
- ସଂ. ବି — ରସିକ ବ୍ୟକ୍ତି — A beau; a wit
- ସଂ. ବି — ନାଗର — A gallant