ବିଥିର Bithira

  • ଦେ. (ପ୍ରାଚୀନ ପଦ୍ୟ) ବିଣ. (ସଂ. ବି+ସ୍ଥିର) — ଅସ୍ଥିର; ଚଞ୍ଚଳ — Restless
  • ଦେ. (ପ୍ରାଚୀନ ପଦ୍ୟ) ବିଣ. (ସଂ. ବି+ସ୍ଥିର) — [ଉ—ବିଥିର ଚିତ୍ତ ତୃଷାର୍ତ୍ତୀ ଯେତେ ସାରଙ୍ଗ। ଭଞ୍ଜ. ବୈଦେହୀଶବିଳାସ।]