ବିଥୀ ବିଥୀ Bithī bithī

  • ଦେ. ଅ. (ସଂ. ବିଥି; ବୀଥୀ) — ଧାଡ଼ି ଧାଡ଼ି ହୋଇ — In rows
  • ଦେ. ଅ. (ସଂ. ବିଥି; ବୀଥୀ) — ଯୁଥ ଯୁଥ ହୋଇ; ଦଳ ଦଳ ହୋଇ — In crowds or gangs
  • ଦେ. ଅ. (ସଂ. ବିଥି; ବୀଥୀ) — [ଉ—ବିଥୀ ବିଥୀ ଶୋଭା ଦିଶି କୁମୁଦ କୁମୁଦ। ଭଞ୍ଜ. ବୈଦେହୀଶବିଳାସ।]