ବିଦଗ୍ଧତ୍ୱ Bidagdhatwa

  • ସଂ. ବି [ବିଦଗ୍ଧ+ଭାବ. ତା(ତ୍ୱ)] ରସିକତା — Wittiness
  • ସଂ. ବି [ବିଦଗ୍ଧ+ଭାବ. ତା(ତ୍ୱ)] ପାଣ୍ଡିତ୍ୟ — Learning; wisdom
  • ସଂ. ବି [ବିଦଗ୍ଧ+ଭାବ. ତା(ତ୍ୱ)] ଚତୁରତା — Cleverness
  • ସଂ. ବି [ବିଦଗ୍ଧ+ଭାବ. ତା(ତ୍ୱ)] ନାଗରିକତା — Gallantry