ବିଦେଇ Bidei

  • ପ୍ରାଦେ. (ସିଂହଭୂମି) ବି — ବିଦାୟ — Farewell
  • ଗ୍ରା. ବି. ପୁଂ — ବିଦ୍ୟାଧରର ଆଦରାର୍ଥକ ଡାକ ନାମ — A name for calling Bidyādhara