ବିଦୃଷ୍ଟ Bidṛushṭa

  • ଦେ. ବିଣ — ଯାହା ଦେଖା ଯାଏ ନାହିଁ; ଅଦୃଶ୍ୟ — Invisible
  • ଦେ. ବିଣ — (ଉ—ବିଦୃଷ୍ଟ ସ୍ଥାନରେ କି ସୃଷ୍ଟ ଚିତ୍ର—ଭଞ୍ଜ. ବୈଦେହୀଶବିଳାସ ।)