ବିଦେଶ କରିବା Bideṡa karibā

  • ଦେ. କ୍ରି — ପ୍ରବାସକୁ ଯିବା — To travel abroad
  • ଦେ. କ୍ରି — ପ୍ରବାସ ଜନିତ କଷ୍ଟ ସହିବା — To bear the privations of sojourn