ବିଦୂଷଣ Bidūshaṇa
- ସଂ. ବି—(ବି+ଦୂଷ ଧାତୁ+ଭାବ. ଅନ) — କୁତ୍ସା; ଗାଳି — Reproach; censure
- ସଂ. ବି—(ବି+ଦୂଷ ଧାତୁ+ଭାବ. ଅନ) — ନିନ୍ଦା — Blame
- ସଂ. ବି—(ବି+ଦୂଷ ଧାତୁ+ଭାବ. ଅନ) — ଅପବାଦ — Defamation
- ସଂ. ବି—(ବି+ଦୂଷ ଧାତୁ+ଭାବ. ଅନ) — ଦୂଷିତକରଣ — Pollution; corruption (Apte)
- ଦେ.—(ପ୍ରାଚୀନ ପଦ୍ୟ) ବିଣ — ଦୋଷରହିତ; ନିର୍ଦ୍ଦୋଷ — Faultless; free from blemish
- ଦେ.—(ପ୍ରାଚୀନ ପଦ୍ୟ) ବିଣ — (ଉ—ବିଦୂଷଣ ଗୀତ ସୁଜନେ ଶୁଣ—ଭଞ୍ଜ. ବୈଦେହୀଶବିଳାସ ।)