ବିଦୂଷିବା Bidūshibā

  • ଦେ. (ପଦ୍ୟ) କ୍ରି.—(ସଂ. ବି+ଦୂଷ ଧାତୁ) — କୁତ୍ସା କରିବା; ଅପବାଦ କରିବା — To defame
  • ଦେ. (ପଦ୍ୟ) କ୍ରି.—(ସଂ. ବି+ଦୂଷ ଧାତୁ) — ଦୂଷିତ କରିବା; ନଷ୍ଟ କରିବା — To spoil; to pollute; to contaminate