ବିଘାତନ Bighātana
- ସଂ. ବି. (ବି+ହନ୍ ଧାତୁ+ଅନ) — ହତ୍ୟାକରଣ — Murdering; slaughtering
- ସଂ. ବି. (ବି+ହନ୍ ଧାତୁ+ଅନ) — ଆଘାତ କରଣ — Striking
- ସଂ. ବି. (ବି+ହନ୍ ଧାତୁ+ଅନ) — ହତ୍ୟା — Slaughter
- ସଂ. ବି. (ବି+ହନ୍ ଧାତୁ+ଅନ) — [ଉ—ବହିଅଛି। ବିଘାତନ ସ୍ଥାନରେ କୀଲାଳ। ଭଞ୍ଜ. ବୈଦେହୀଶବିଳାସ।]