ବିଘଂସିବା Bighaṁsibaā

  • ଦେ. (ପ୍ରାଚୀନ ପଦ୍ୟ) କ୍ରି — ବିକଶିତ ହେବା — To be full-blown; to expand
  • ଦେ. (ପ୍ରାଚୀନ ପଦ୍ୟ) କ୍ରି — (ଉ—କମଳୀନୀ ବିଘଂସିଲେ ଅବନୀ ଉଲ୍ଲସି—ପ୍ରାଚୀ ରହସ୍ୟମଞ୍ଚରି।)