ବିଘୂର୍ଣ୍ଣନ Bighūrṇṇana

  • ସଂ. ବି. (ବି+ଘୂର୍ଣ୍ଣନ) — ଚାରିଆଡେ ଘୂରାଇବା — Whirling
  • ସଂ. ବି. (ବି+ଘୂର୍ଣ୍ଣନ) — (ବିଘୂର୍ଣ୍ଣିତ—ବିଣ; ବିଘୂର୍ଣ୍ଣକ—ବ୍ୟକ୍ତିବାଚକ ବିଶେଷଣ)