ବିଘାତକ Bighātaka

  • ସଂ. ବିଣ. ପୁଂ (ବି+ହନ୍ ଧାତୁ+କର୍ତ୍ତୃ. ଅକ) — ବାଧାପ୍ରଦ; ବ୍ୟାଘାତକାରୀ — Hindering; obstructing; marring
  • ସଂ. ବିଣ. ପୁଂ (ବି+ହନ୍ ଧାତୁ+କର୍ତ୍ତୃ. ଅକ) — ବିନାଶକ — Destructive
  • ସଂ. ବିଣ. ପୁଂ (ବି+ହନ୍ ଧାତୁ+କର୍ତ୍ତୃ. ଅକ) — ଆଘାତକାରୀ — Striking
  • ସଂ. ବିଣ. ପୁଂ (ବି+ହନ୍ ଧାତୁ+କର୍ତ୍ତୃ. ଅକ) — ଘାତକ — Killing
  • ସଂ. ବିଣ. ପୁଂ (ବି+ହନ୍ ଧାତୁ+କର୍ତ୍ତୃ. ଅକ) — [ଉ—ବିଘାତୀ ଦୈତ୍ୟ ରାଶିରେ ହୋଇଥିଲେ ଶଉରି ପ୍ରମୁଖ ଗ୍ରହେ। ଭଞ୍ଜ. ବୈଦେହୀଶବିଳାସ।]